Loading...
Share:

Samayara Belabhuin

AKA: ସମୟର ବେଳାଭୁଇଁ
Author(s): Silpa Moharana
101

  • Language:
  • Odia
  • Genre(s):
  • Poetry
  • ISBN13:
  • 9788119232000
  • ISBN10:
  • 8119232003
  • Format:
  • Paperback
  • Trim:
  • 5.5x8.5
  • Pages:
  • 55
  • Publication date:
  • 19-Apr-2023

  •   Available, Ships in 3-5 days
  •   10 Days Replacement Policy

Also available at

ପ୍ରତ୍ୟେକ ପୁସ୍ତକ କୁ କିଛି ଉଦ୍ଦେଶ୍ୟ ରଖି ଓ ପରିବର୍ତ୍ତନ ର ବାର୍ତ୍ତା ଦେଇ ଲେଖା ଯାଇଥାଏ | ପୁସ୍ତକ ଏକ ବନ୍ଧୁ ନାମକ ଚିହ୍ନ କୁ ବୁଝାଇ ଥାଏ | ଏହି ପୁସ୍ତକ ଟି ଇନ୍ଦ୍ରଜାଲ ବିଦ୍ୟା ରେ ଭରା କୌଣସି ରୋମାଞ୍ଚକାରୀ ପୁସ୍ତକ ନୁହେଁ ବରଂ ନିହାତି ସାଧାରଣ କବିତା ପୁସ୍ତକ ଟିଏ | ହେଲେ ଯଦି ଆପଣ ଏହି ବହି ଟିକୁ ଖୋଲା ହୃଦୟରେ ପଠନ କରୁଛନ୍ତି ତେବେ ଏଠାରେ ଥିବା ପ୍ରତ୍ୟେକ ଟି ଶବ୍ଦ ଆପଣଙ୍କ ହୃଦୟ କୁ ସ୍ପର୍ଶ କରିବ ବୋଲି ଆଶା କରା ଯାଉଛି |

Silpa Moharana

Silpa Moharana

କଟକ ଜିଲ୍ଲା ର ଜଗତପୁର ନିକଟସ୍ଥ ଆତୋଡ଼ା ଗ୍ରାମରେ ରହୁଥିବା ଜଣେ ସାଧାରଣ ଗୃହିଣୀ ଯିଏ କି 1996 ମସିହାରେ ଜନ୍ମ ଲାଭ କରି ଉତ୍କଳ ବିଶ୍ୱ ବିଦ୍ୟାଳୟ ରେ M.Com ପାଠ ପଢା ସମାପ୍ତ କରିଛନ୍ତି |

You may also like

Top