Loading...
Silpa Moharana

Silpa Moharana

କଟକ ଜିଲ୍ଲା ର ଜଗତପୁର ନିକଟସ୍ଥ ଆତୋଡ଼ା ଗ୍ରାମରେ ରହୁଥିବା ଜଣେ ସାଧାରଣ ଗୃହିଣୀ ଯିଏ କି 1996 ମସିହାରେ ଜନ୍ମ ଲାଭ କରି ଉତ୍କଳ ବିଶ୍ୱ ବିଦ୍ୟାଳୟ ରେ M.Com ପାଠ ପଢା ସମାପ୍ତ କରି ପାଠ ପଢା ଓ ଶବ୍ଦ ପ୍ରତି ରୁଚି ରଖି ନିଜର ମତାମତ କୁ କବିତା ମାଧ୍ୟମରେ ପହଁଞ୍ଚାଇବା ଓ କବିତା ପୁସ୍ତକ ପଢିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି |

ଏହି ପୁସ୍ତକ ଟି ତାଙ୍କର ପ୍ରଥମ ପୁସ୍ତକ ହେଲେ ମଧ୍ୟ ସେ ସାମାଜିକ ଗଣମାଧ୍ୟମରେ ନିଜର କବିତା ଦ୍ୱାରା ପରିଚିତ ଓ ମହାବିଦ୍ୟାଳୟ ପତ୍ରିକାରେ ମଧ୍ୟ ନିଜ କବିତା କୁ ସ୍ଥାନ ଦେଇ ପାରିଛନ୍ତି |

Books by Silpa Moharana
Samayara Belabhuin

Samayara Belabhuin

ISBN: 9788119232000
101
Format: Paperback
Language: Odia
Published: 2023

Top